ପ୍ରଥମ ଥର ସଚିବାଳୟ ବାହାରେ କ୍ୟାବିନେଟ୍‌

ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସଚିବାଳୟ କ୍ୟାବିନେଟ୍‌ ପ୍ରକୋଷ୍ଠ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପୁରୀ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକରେ ଯୋଗଦେବେ। ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବୈଠକ ଡକାଯାଉଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ନବୀନ ଏହି ବୈଠକରେ କିଛି … Continue reading ପ୍ରଥମ ଥର ସଚିବାଳୟ ବାହାରେ କ୍ୟାବିନେଟ୍‌